ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ପରିବାରର ୫ଜଣଙ୍କ ହତ୍ୟା ।

115
ADVERTISEMENT

ନୂଆଦିଲ୍ଲୀ,୧୬/୪(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ପରିବାରର ୫ଜଣଙ୍କ ହତ୍ୟା । ମୃତକଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କର ୩ ସନ୍ତାନ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ୫ ଜଣଙ୍କ ମୃତଦେହ ଜବତ କରି ତଦନ୍ତ ଜାରି କରିଥିବା ସୂଚନା ।

Advertisement