ବ୍ରହ୍ମପୁର,୩/୪ (ଡି.ଏଚ୍ ବ୍ୟୁରୋ):-ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ବ୍ରିଜ ନିକଟରେ ଟ୍ରାକ୍ଟର ଚକାତଳେ ପଡି ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ପୁରୁଣା ମୌଳାଭଞ୍ଜାର ସାଇବ ବେହେରା । ସେପଟେ କ୍ଷତିପୂରଣ ଦାବିରେ ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ ।

















