Sunday, September 27, 2026
ADVERTISEMENT
Home ମନୋରଞ୍ଜନ ଭୋଟ୍ ପାଇଁ ଅଭିନେତ୍ରୀଙ୍କ କସରତ୍ : ଅଟୋ ଚଳାଇଲେ ରଙ୍ଗିଲା ଗର୍ଲ, କ୍ଷେତରେ ଡ୍ରିମ ଗର୍ଲ

ଭୋଟ୍ ପାଇଁ ଅଭିନେତ୍ରୀଙ୍କ କସରତ୍ : ଅଟୋ ଚଳାଇଲେ ରଙ୍ଗିଲା ଗର୍ଲ, କ୍ଷେତରେ ଡ୍ରିମ ଗର୍ଲ

349
ADVERTISEMENT

ନୂଆଦିଲ୍ଲୀ(ଦୁନିଆ ହାଲ୍ ଚାଲ୍) : ଏଥର ଅନେକ ବଲିଉଡ଼ ସେଲିବ୍ରିଟି ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଦୁଇଜଣ ଅଭିନେତ୍ରୀ ହେଉଛନ୍ତି ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଉର୍ମିଳା ମାତୋଣ୍ଡକର ଓ ବିଜେପି ସାଂସଦ ହେମାମାଳିନୀ। ଉଭୟେ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ପ୍ରଚାର ପାଇଁ ଉର୍ମିଳା ଅଟୋ ଡ୍ରାଇଭର୍‍ ସାଜିଥିବା ବେଳେ ହେମାଙ୍କୁ କ୍ଷେତରେ ଫସଲ କାଟୁଥିବା ଦେଖିବାକୁ ମିଳିଛି। ତେବେ ଏସବୁକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଅନେକ ଆଲୋଚନା ଓ ସମାଲୋଚନା ଦେଖିବାକୁ ମିଳିଛି।

Advertisement