ଭୁବନେଶ୍ୱର,୬/୦୨(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ୱର ରାଜଧାନୀରେ ରାତି ଅଧରେ କଂଗ୍ରେସ କର୍ମୀଙ୍କ କ୍ୟାପିଟାଲ ଥାନା ଆଗରେ ଟାୟାର ଜାଳି ରାସ୍ତରୋକ। ଗତ କିଛିଦିନ ତଳେ କଂଗ୍ରେସ ଭବନ ଭିତରେ ହୋଇଥିବା ବୋମାମାଡ ଓ ଜଳାପୋଡା ଘଟଣାରେ ମାତ୍ର ଦୁଇଜଣ ଗିରଫ ହୋଇଛନ୍ତି । କିନ୍ତୁ ଅନ୍ୟ ସଦସ୍ୟ ମାନେ ଏବେବି ବାହାରେ ଖୁଲମଖୁଲା ବୁଲୁଥିବାବେଳେ ଏହାର ପ୍ରତିବାଦରେ କ୍ୟାପିଟାଲ ଥାନାକୁ ଘେରାଉ କରିଥିଲା କଂଗ୍ରେସ ।

















