ଆରପାରିରେ ଲତାମଂଗେଶକର ।

148
ADVERTISEMENT

ମୁମ୍ବାଇ,୬/୦୨(ଡ଼ି.ଏଚ ବ୍ୟୁରୋ):- ଆରପାରିରେ ଲତାମଂଗେଶକର । ବିଶ୍ୱପ୍ରସିଦ୍ଧ ଗାୟିକା ଲତା ମଂଗେଶକରଙ୍କର ଆଜି ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫଳରେ ତାଙ୍କ ବିୟୋଗରେ ସମଗ୍ର ବିଶ୍ୱବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Advertisement