କଟକ ଶିଖରପୁର ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଭିତରକୁ ମାଡିଗଲା ଟ୍ରକ ।

115
ADVERTISEMENT

କଟକ,୧/୦୨(ଡି.ଏଚ ବ୍ୟୁରୋ):-କଟକ ଶିଖରପୁର ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଭିତରକୁ ମାଡିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଗଲେ ଦୋକାନରେ ଥିବା ଲୋକେ। କିନ୍ତୁ ଦୁର୍ଘଟଣାରେ ଦୁଇ ଗୋରୁଙ୍କର ଜୀବନ ଚାଲିଯାଇଥିବା ସୂଚନା ।

Advertisement