ଟୋଲ୍ ଗେଟରେ ନିଯୁକ୍ତି ଦାବିରେ ସ୍ଥାନୀୟ ଯୁବକଙ୍କ ଧାରଣା ।

98
ADVERTISEMENT

କେନ୍ଦୁଝର,୨୭/୧(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଟୋଲ୍ ଗେଟରେ ନିଯୁକ୍ତି ଦାବିରେ ସ୍ଥାନୀୟ ଯୁବକଙ୍କ ଧାରଣା । ଟୋଲ ଗେଟକୁ ଲିଜ୍ ଆକାରରେ ନେଇଥିବା ଏକ ଠିକା କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନଦେଇ ଦେଇଥିବା ଅଭିଯୋଗ କରି ପ୍ରତିବାଦ କରିବା ସହ ଟୋଲଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି।

Advertisement