Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ୱର ରାଜଧାନୀ ସିରିପୁର ଛକ ନିକଟରେ ଥିବା ଏକ ଏଟିଏମ ମେସିନରୁ ଲୁଟ୍ ଉଦ୍ୟମ ।

ଭୁବନେଶ୍ୱର ରାଜଧାନୀ ସିରିପୁର ଛକ ନିକଟରେ ଥିବା ଏକ ଏଟିଏମ ମେସିନରୁ ଲୁଟ୍ ଉଦ୍ୟମ ।

115
ADVERTISEMENT

ଭୁବନେଶ୍ୱର,୧୮/୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ସିରିପୁର ଛକ ନିକଟରେ ଥିବା ଏକ ଏଟିଏମ ମେସିନରୁ ଲୁଟ୍ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡିଲେ ୨ ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାଙ୍କ ସହ ଏକ ଗ୍ୟାସ ସିଲିଣ୍ଡର ଓ ଚୁଲାକୁ ଜବତ କରିଥିବା ସୂଚନା ।

Advertisement