ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ ।

13
ADVERTISEMENT

ଭୁବନେଶ୍ୱର,୧୭/୧(ଡ଼ି.ଏଚ ବ୍ୟୁରୋ):-ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରବଳ କୁହୁଡି ଏବଂ ପ୍ରତିକୂଳ ପାଗ ପାଇଁ ଗତ ୧୨ ତାରିଖରୁ ବନ୍ଦ ଥିଲା ଶିମିଳିପାଳ। ଫଳରେ ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରାକୃତିକ ପରିବେଶ, ବାଘ ସଫାରୀ, ଜଳ ପ୍ରପାତ ଆଦିର ମଜା ନେଇପାରିବେ ।

Advertisement