ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ।

130
ADVERTISEMENT

ବ୍ରହ୍ମପୁର,୦୮/୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ । ଏନେଇ ଆସନ୍ତା ୯ତାରିଖ ସକାଳ ୫ଟାରୁ ଫେବୃଆରୀ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, ମା’ ତାରା ତାରିଣୀ ମନ୍ଦିର, ମା’ ବୁଢ଼ୀ ଠାକୁରାଣୀ ମନ୍ଦିର, ମା’ ସିଦ୍ଧଭୈରବୀ ମନ୍ଦିର ସର୍ବ ସାଧାରଣଙ୍କ ପାଇଁ ବନ୍ଦ ରହିବ । କିନ୍ତୁ ମା’ଙ୍କ ରୀତିକାନ୍ତ ଅଳ୍ପ ସଂଖ୍ୟକ ସେବାୟତକୁ ନେଇ ଚାଲିବ ।

Advertisement