ଆଞ୍ଚଳିକଗଞ୍ଜାମ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଏକ ସୁନା ଅଳଙ୍କାର ଦୋକାନରେ ଲୁଟ୍ କଲେ ଦୃବୁତ୍ତ । By Dunia Halchal - January 8, 2022 167 Share FacebookTwitterPinterestWhatsApp ADVERTISEMENT ଦିଗପହଣ୍ଡି,୦୮/୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଏକ ସୁନା ଅଳଙ୍କାର ଦୋକାନରେ ଲୁଟ୍ କଲେ ଦୃବୁତ୍ତ । ସେମାନେ ସୁନା ଅଳଙ୍କାର ନେବାରେ ବିଫଳ ହୋଇଥିବାବେଳେ ରୁପା ଅଳଙ୍କାର ନେଇ ଫେରାର ହୋଇଥିଲେ । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି l Advertisement