କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀକୁ ନେଇ ଚାଲିବ ।

27
ADVERTISEMENT

ନୂଆଦିଲ୍ଲୀ,o୪/୧(ଡ଼ି.ଏଚ ବ୍ୟୁରୋ):-କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀ କୁ ନେଇ ଚାଲିବ । ଏବଂ ବାକି ଘରେ ରହି କାମ କରିବେ ଏନେଇ ସତର୍କ ସୂଚନା ଦେଲେ କେନ୍ଦ୍ର ସରକାର। ଏହି ନିୟମ ଅନୁସାରେ ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଅଫିସ୍ । ତେବେ ଅଣ୍ଡର ସେକ୍ରେଟାରୀ ଏବଂ ଉଚ୍ଚ ପଦରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ନିୟମିତ ଅଫିସ୍ ଆସିବେ । ଭିନ୍ନକ୍ଷମ ଏବଂ ଗର୍ଭବତୀ ମହିଳାମାନେ ଅଫିସ୍ ନଆସି ଘରେ ରହି କାର୍ଯ୍ୟ କରିବେ।

Advertisement