ଆସନ୍ତା ୩ରୁ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ।

26
ADVERTISEMENT

ନୂଆଦିଲ୍ଲୀ,୦୧/୧(ଡ଼ି.ଏଚ ବ୍ୟୁରୋ):-ଆସନ୍ତା ୩ରୁ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ । ତେଣୁ ଟିକା ନେବା ପାଇଁ ଆଜିଠୁ କୋୱିନ ପ୍ଲାଟଫର୍ମରେ ଅନଲାଇନ ଜରିଆରେ ପଞ୍ଜୀକରଣ କରାଇପାରିବେ ।ଏବଂ ଯେଉଁ ପିଲାମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବଳ ସେହିମାନେ ହିଁ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି।

Advertisement