ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ-୧ର ଜୁନିୟର୍ ଆସିଷ୍ଟାଣ୍ଟ୍ ଏଲ୍. କାମରାଜୁ ଦାସ ।

102
ADVERTISEMENT

ବ୍ରହ୍ମପୁର,୦୧/୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ-୧ର ଜୁନିୟର୍ ଆସିଷ୍ଟାଣ୍ଟ୍ ଏଲ୍. କାମରାଜୁ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଆଙ୍କୋଲି ଖଳାସାହି ସ୍ଥିତ ଦୁଇ ମହଲା ଘର, ଆଙ୍କୋଲି ସ୍ଥିତ ପୈତୃକ ବାସଭବନ, ଓ ଡିଭିଜନ୍ କାର୍ଯ୍ୟାଳୟରେ ଚଢ଼ଉ କରି ମୋଟ ୭୯ଲକ୍ଷ ୨୭ହଜାର ୫୩୨ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି।

Advertisement