ରାଜ୍ୟରେ ୧୫ ରୁ ୧୮ ବର୍ଷର ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭ୍ୟାକ୍ସିନେସନ୍ ପ୍ରସ୍ତୁତି।

106
ADVERTISEMENT

ଭୁବନେଶ୍ୱର,୨୭/୧୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ୧୫ ରୁ ୧୮ ବର୍ଷର ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭ୍ୟାକ୍ସିନେସନ୍ ପ୍ରସ୍ତୁତି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା । ଏବଂ ସ୍କୁଲରେ ହୋଇପାରେ ଟିକାକରଣ, କରିବାକୁ ପଡିବ ପଞ୍ଜିକରଣ ।

Advertisement