ଆଞ୍ଚଳିକଗଞ୍ଜାମ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଏକ ଧାନ ଗଦାରେ ଲାଗିଲା ନିଆଁ। By Dunia Halchal - December 26, 2021 129 Share FacebookTwitterPinterestWhatsApp ADVERTISEMENT ସାନଖେମୁଣ୍ଡି,୨୬/୧୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଏକ ଧାନ ଗଦାରେ ଲାଗିଲା ନିଆଁ। ଫଳରେ ହଜାର ହଜାର ଟଙ୍କାର ଧାନ ପୋଡି ପାଉଁଶ ହୋଇଥିବାବେଳେ ଘଟଣାସ୍ଥଳରେ ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତିର ଆକଳନ କରିଛି ସାନଖେମୁଣ୍ଡି ରାଜସ୍ୱ ବିଭାଗ। Advertisement