ଜାତୀୟରାଜ୍ୟ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ମାମଲା ୪୧୫କୁ ବୃଦ୍ଧି । By Dunia Halchal - December 25, 2021 166 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୨୫/୧୨(ଡ଼ି.ଏଚ ବ୍ୟୁରୋ):-ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ମାମଲା ୪୧୫କୁ ବୃଦ୍ଧି । ମହାରାଷ୍ଟ୍ରରେ ସର୍ବାଧିକ ୧୦୮ଟି ନୂତନ କେସ୍ ରେକର୍ଡ ହୋଇଥିବାବେଳେ ଦିଲ୍ଲୀରେ ୭୯, ଗୁଜୁରାଟରେ ୪୩, ତେଲେଙ୍ଗାନାରେ ୩୮, କେରଳରେ ୩୭ ଏବଂ ତାମିଲନାଡୁରେ ୩୪ଟି ନୂଆ କେସ୍ ରହିଥିବା ସୂଚନା । Advertisement