କେରଳ,୧୯/୧୨(ଡ଼ି.ଏଚ ବ୍ୟୁରୋ):-କେରଳରେ ଦୁଇ ନେତାଙ୍କ ହତ୍ୟା । ଶନିବାର ବିଳମ୍ବିତ ରାତିରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ନେତା କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ବିଜେପି ଓବିସି ମୋର୍ଚ୍ଚାର ସଚିବ ରଣଜିତ୍ ଶ୍ରୀନିବାସନ୍ ହତ୍ୟା କରାଯାଇଛି । ଫଳରେ କେରଳର ଆଲାପୁଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହେବା ସହ ୧୪୪ ଧାରା ଲାଗୁ କରାଯାଇଛି ।
















