ଜାତୀୟରାଜ୍ୟ ରାଜଧାନୀ ଦିଲ୍ଲୀ ITO ନିକଟରେ ଅଟୋ ଉପରେ କଣ୍ଟେନର ଖସି ୪ ଜଣଙ୍କ ମୃତ୍ୟୁ । By Dunia Halchal - December 18, 2021 168 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୧୮/୧୨(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଦିଲ୍ଲୀ ITO ନିକଟରେ ଅଟୋ ଉପରେ କଣ୍ଟେନର ଖସି ପଡିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ । ଏବଂ ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ସେଠାରୁ ଫେରାର୍ ଥିବାବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି । Advertisement