ସାରା ଦେଶରେ ଚିନ୍ତା ବଢାଇଲା ଓମିକ୍ରନ ।

254
ADVERTISEMENT

ନୂଆଦିଲ୍ଲୀ,୧୬।୧୨(ଡ଼ି.ଏଚ ବ୍ୟୁରୋ):-ସାରା ଦେଶରେ ଚିନ୍ତା ବଢାଇଲା ଓମିକ୍ରନ । ମହାରାଷ୍ଟ୍ରରେ, ୪ଟି କେରଳରେ ୪ଟି ଓ ତାମିଲନାଡୁରେ ଗୋଟିଏ କେସ୍ ସାମ୍ନାକୁ ଆସିଥିବାବେଳେ ଦେଶର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଁଚିଛି । ଏଥିରୁ ୩୨ଟି କେସ୍ ହେଉଛି ମହାରାଷ୍ଟ୍ରର ।

Advertisement