ଅଧାର କାର୍ଡ ସହ ସଂଯୋଗ କରାଯିବ ଭୋଟର୍ ଲିଙ୍କ୍ ।

159
ADVERTISEMENT

ନୂଆଦିଲ୍ଲୀ,୧୬।୧୨(ଡ଼ି.ଏଚ ବ୍ୟୁରୋ):-ନିର୍ବାଚନରେ ସଂସ୍କାର ଆଣିବା ପାଇଁ ଅଧାର କାର୍ଡ ସହ ସଂଯୋଗ କରାଯିବ ଭୋଟର୍ ଲିଙ୍କ୍। ଏନେଇ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଫର୍ଜି ମତଦାନ ଓ ଭୋଟର୍ ଲିଷ୍ଟରେ ହେଉଥିବା ଅନିୟମିତାକୁ ରୋକିବା ପାଇଁ ଭୋଟର ID କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ହେବ ।

Advertisement