ଭୁବନେଶ୍ୱର,୧୧/୧୨(ଡ଼ି.ଏଚ ବ୍ୟୁରୋ):-ଆଜି ଓଡିଶା ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପ୍ରାର୍ଥିବ ଶରୀର। ଗାଁଲୋକ , ଆତ୍ମୀୟ ସ୍ବଜନ ଓ ପରିବାରଙ୍କ ଉପସ୍ଥିତିରେ ଗାଁ ପରିକ୍ରମା କରାଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ହେବ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ ।
















