ଭୁବନେଶ୍ୱର,୦୧/୧୨(ଡ଼ି.ଏଚ ବ୍ୟୁରୋ):-ଦରଦାମ୍ ବୃଦ୍ଧି ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ନୀତି ବିରୋଧରେ ପ୍ରତିବାଦ କରି ରାଜଭବନ ସମ୍ମୁଖରେ ବିଜେଡି ବିଧାୟକ ଓ କର୍ମୀମାନଙ୍କ ଧାରଣା । ଏବଂ ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବନ୍ଦ କରାଯାଇ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯାଇଛି। ଯାହାକୁ ଦୃଢ଼ ବିରୋଧ କରିଛି ବିଜେଡି ।

















