ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କୁରୁଗଡ଼ ଗ୍ରାମକୁ ଆସି ପାରିଲାନି ଆମ୍ବୁଲାନ୍ସ ।

124
ADVERTISEMENT

ଗଞ୍ଜାମ,୩୦/୧୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କୁରୁଗଡ଼ ଗ୍ରାମକୁ ଆସି ପାରିଲାନି ଆମ୍ବୁଲାନ୍ସ । ଭଲ ରାସ୍ତାଟିଏ ନଥିବାରୁ ଭାରରେ ବୁହା ହେଲା ଅସୁସ୍ଥ ମହିଳା । ଏବଂ ଏପରି କି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Advertisement