ଆଞ୍ଚଳିକ ଭୁବନେଶ୍ୱର ରାଜଧାନୀ ରାଜମହଲ ଛକ ନିକଟରେ ସଡକ ଦୁର୍ଘଟଣା । By Dunia Halchal - November 30, 2021 113 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୩୦/୧୧ (ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ରାଜମହଲ ଛକ ନିକଟରେ ସଡକ ଦୁର୍ଘଟଣା । ଏକ ଟ୍ରକ ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେବାଫଳରେ ୨ ଜଣକର ମୁତ୍ୟୁ । ମୃତକ ଦ୍ୱୟ ହେଲେ ଲକ୍ଷ୍ମୀସାଗର ମଝିସାହିର ସାରଦା ସାହୁ ଓ ଭିଏସ୍ଏସ୍ ନଗରର ନୀତିଶ କୁମାର ସ୍ୱାଇଁ । Advertisement