ଆଜି ଆଇପିଏଲ୍‌ରେ ହାଇଦ୍ରାବାଦ-ବାଙ୍ଗାଲୋର ଓ ଚେନ୍ନାଇ-ରାଜସ୍ଥାନ ମୁକାବିଲା

219
ADVERTISEMENT

ନୂଆଦିଲ୍ଲୀ(ଦୁନିଆ ହାଲ୍ ଚାଲ୍): ଆଜି ଆଇପିଏଲରେ ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦ-ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଅପରାହ୍ଣ ୪ଟାରେ ହାଇଦ୍ରାବାଦଠାରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ରାତି ୮ଟାରେ ଚେନ୍ନାଇରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ମୁକାବିଲା ରାଜସ୍ଥାନ ରୟାଲ୍‌ସ ସହ ହେବ।

Advertisement