ଓଡ଼ିଶାରେ ବାତ୍ୟାର ଭୟ।

224
ADVERTISEMENT

ଭୁବନେଶ୍ୱର,୧୪/୧୧ (ଡ଼ି.ଏଚ ବ୍ୟୁରୋ):-ଓଡ଼ିଶାରେ ବାତ୍ୟାର ଭୟ। ଆସୁଛି ବାତ୍ୟା ‘ଜୱାତ୍’: ଆସନ୍ତା ୧୮ରେ ଉପକୂଳ ଛୁଇଁବi ଆଶଙ୍କା ଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ସମ୍ଭାବନା ।

Advertisement