ଆଜିଠୁ ଟ୍ବିନ୍ ସିଟିରେ ନାଇଟ୍ କର୍ଫ୍ୟୁ ।

18
ADVERTISEMENT

ଭୂବନେଶ୍ୱର,୧୧/୧୦(ଡ଼ିଏଚ.ବ୍ୟୁରୋ):ଆଜିଠୁ ଟ୍ବିନ୍ ସିଟିରେ ନାଇଟ୍ କର୍ଫ୍ୟୁ । ଦଶହରା ଉପଲକ୍ଷେ ଟ୍ୱିନ୍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ପରିଲକ୍ଷିତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ଏହାସହ ଅମାନିଆଙ୍କ ଉପରେ ରହିବ ପୋଲିସର କଡ଼ା ନଜର ।

Advertisement