ବ୍ରହ୍ମପୁର,୧୨/୦୬(ଇ.ରଞ୍ଜନ): ସଦରପୋଲିସ ପକ୍ଷରୁ ଲାଠୀ ସୁନ୍ଦରୀ ସାହିରେ ବିଦେଶୀମଦ ଶୁକ୍ରବାର ଜବତ କରାଯାଇଛି ଏଥିରେ ଲାଠି ଗ୍ରାମର ଜଣକୁ ଗିରଫ କରିଛି ପୋଲିସ ଗିରଫ ବ୍ୟକ୍ତି ଜଣକ ଗୋବିନ୍ଦ ସାହି ଅଞ୍ଚଳର ପୁରୁଷୋତ୍ତମ ସାହୁ ଏଥିରେ ବିଭିନ୍ନ ବିଦେଶୀ ମଦଜବତ କରିଛି ବ୍ରାଣ୍ଡ ଗୁଡିକ କିଙ୍ଗଫିସର କିଶୋର ବିୟର, ଇମ୍ପେରିଆଲ୍ ବ୍ଲୁ ୱିସ୍କି, 3. ମ୍ୟାକ୍ ଡୋଲର୍ ୱିସ୍କି ଏବଂ ଅନ୍ୟାନ୍ୟ ମଦ ସମୁଦାୟ ୧୫ ଲିଟର ବିଦେଶୀ ମଦ ଧରି ସଦରଥାନା ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ୍ସସାଇଜ଼ କେଶ ନଂ ୧୮୬ /୨୧ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି l



















