କୋଦଳା,୨୬/୦୫( ସୂର୍ଯ୍ୟ ନାରାୟଣ ବଡୁ): ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ l ସକାଳୁ ସକାଳୁ କୋଦଳା ଏନଏସି ଅନ୍ତର୍ଗତ ଇନାମ ବେଲପଡା ଓ ବେଗୁନିଆପଡା ବ୍ଲକ ତାଳସର ଗ୍ରାମ ନୃସିଂହ ମନ୍ଦିର ରେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ରୀତିନୀତି ଅନୁଯାଇ ନିରାଡ଼ମ୍ବର ଭାବେ ମହାପ୍ରଭୁଙ୍କ ଜନ୍ମ ଉଛବ ପାଳିତ ହୋଇଯାଇଛି l ଭୟଙ୍କର କୋଭିଡ ମହାମାରୀ କୁ ଆଖିଆଗରେ ରଖି ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିନଥିଲା l



















