Wednesday, November 11, 2026
ADVERTISEMENT
Home ଆଞ୍ଚଳିକ କରୋନା ଭୂମିକାରେ ଲୋକଙ୍କୁ ସଚେତନ କରୁଥିବା କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ କରୋନାରେ ମୃତ୍ୟୁ

କରୋନା ଭୂମିକାରେ ଲୋକଙ୍କୁ ସଚେତନ କରୁଥିବା କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ କରୋନାରେ ମୃତ୍ୟୁ

174
ADVERTISEMENT

କୋଦଳା,୧୧/୦୫(ସୂର୍ଯ୍ୟ ନାରାୟଣ ବଡୁ): ନିଜେ “କରୋନା ” ହୋଇ ଲୋକଙ୍କୁ ସଚେତନତା କରୁଥିବା କବିସୂର୍ଯ୍ୟନଗର ଥାନାର ହୋମଗାର୍ଡ ଅଶୋକ ଦୋରା ଗତ କାଲି କରୋନାରେ ମୃତ୍ୟୁ ବରଣ କରିଛନ୍ତି l ମୃତ୍ୟୁ ଖବର ପାଇ କବିସୂର୍ଯ୍ୟନଗର ଥାନା ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ, ହୋମଗାର୍ଡ ସଙ୍ଘ,ମର୍ମାହତ ମୃତ ଅଶୋକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର କୁସମବେଦନା ଜଣାଇଛନ୍ତି l ଏବଂ ହୋମଗାର୍ଡ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି l

Advertisement