ବ୍ରହ୍ମପୁର,୩୧/୩ (ଇ.ରଞ୍ଜନ): ଜଗଦଳପୁର ଗ୍ରାମର ସନ୍ତୋଷୀନଗର ଅଞ୍ଚଳର ଜଣେ ବୃଦ୍ଧ ସତ୍ୟମ ଦୋରା ବୟସ ପ୍ରାୟ ୬୩ କୌଣସି କାରଣକୁ ନେଇ ରବିବାର ଦିନ ପାରିବାରିକ ଅଶାନ୍ତି ଦେଖାଦେବା ଯୋଗୁଁ ବିଷପାନ କରିଥିଲେ । ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ସନ୍ଦ୍ୟାରେ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ମେଡିକାଲରେ ଚିକିତ୍ସା ପରେ ଚେତା ଫେରିଆସିବା ପରେ ଡାକ୍ତରଙ୍କ ପକ୍ଷରୁ ପରିବାର ଲୋକଙ୍କୁ କିଛିଟା ଅସ୍ବସ୍ତି ଦେଇଥିଲେ ।ସେ ମେଡିକାଲ ରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ସୋମବାର ରାତ୍ରରେ ପୁଣି ଯନ୍ତ୍ରଣା ଦେଖାଦେଇଥିଲା ପରେ ରାତ୍ର ୧ଟା ସମୟରେ ମୁର୍ତ୍ୟୁବରଣ ହୋଇଥିଲା । ପରେ ଶବବ୍ୟବଛେଦ କରି ମଙ୍ଗଳବାର ଅପରାହ୍ନରେ ଛାଡିଥିଲେ ଗ୍ରାମରେ ଶେଷକୃତ୍ୟ ପରିବାର ଲୋକେ କରିଥିଲେ ।



















