ଆଞ୍ଚଳିକ ସ୍ୱେରେଜ୍ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ I By Dunia Halchal - March 19, 2021 182 Share FacebookXPinterestWhatsApp ADVERTISEMENT ଭୁବନେଶ୍ୱର,୧୯।୩(ଡି.ଏଚ ବ୍ୟୁରୋ): ଭୁବନେଶ୍ୱର ଅଞ୍ଚଳରେ ଏକ ଅଘଟଣ। ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ I ସ୍ୱେରେଜ୍ କାମ ବେଳେ ଶ୍ୱାସରୁଦ୍ଧ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। Advertisement