ମିଆଁମାର୍‌ରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ

200
ADVERTISEMENT

ନୂଆଦିଳ୍ଲୀ,୨୦/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଆଜି ପ୍ରତ୍ୟୁଷରେ ମିଆଁମାର୍‌ରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି।ସ୍ଥାନୀୟ ସମୟ ଭୋର୍‌ ୫:୩୧ରେ ଏହି ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏଥିରେ କେହି ମୃତାହତ ହୋଇଥିବା ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ।

Advertisement