Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବ୍ଲକ ଅଧକ୍ଷ ପ୍ରଶଂସିତ

ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବ୍ଲକ ଅଧକ୍ଷ ପ୍ରଶଂସିତ

183
ADVERTISEMENT

କୁକୁଡାଖଣ୍ଡି,୦୨/୦୨/୨୧(ଇ.ରଞ୍ଜନ): ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ସାଧରତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୁପାୟନ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆଜି କୁକୁଡ଼ାଖଣ୍ଡି ବ୍ଲକର ଅଧକ୍ଷ କମାକ୍ଷା ପ୍ରସାଦ ପାତ୍ରଙ୍କୁ ତାଙ୍କର ଦକ୍ଷତା ମୁତାବକ ଏତେ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଧନ୍ୟବାଦ ଦେବା ସହ ତାଙ୍କୁ ଶୁଭେଛା ଜଣାଇଛନ୍ତି।ବ୍ଲକ ବିଜେଡି ତରଫରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Advertisement