ଅମରନାଥ ଯାତ୍ରାକୁ ୪ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି

194
ADVERTISEMENT

ଜମ୍ମୁକଶ୍ମୀର,୦୨/୦୮ ଏଜେନସି : ଆସନ୍ତା କିଛି ଦିନ ଜମ୍ମୁକଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯେଉଁଥିପାଇଁ ଜମ୍ମୁ-ଶ୍ରୀନଗରରେ ମଝି ରାସ୍ତାରେ ଅଧିକ ଭୁସ୍ଖଳନ ହେବାର ଆଶଙ୍କାକୁ ନଜରରେ ରଖି ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି ।

Advertisement