କୁକୁଡାଖଣ୍ଡି ,୧୯/୯( ଇ.ରଞ୍ଜନ) : ବଜେପି ତରଫରୁ ଗୁରୁଣ୍ଠିରେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l ଗୋପାଳପୁର ନିର୍ବାଚନ ମଣ୍ଡଳି ର ନିମଖଣ୍ଡି ମଣ୍ଡଳ ୧0ନୋମ୍ବର ଜୋନଅଞ୍ଚଳର ଉତ୍ସାହିତ କର୍ମକର୍ତ୍ତା ଏବଂ ଗୁରୁଣ୍ଠି ପଞ୍ଚାୟତର ବିଜେପି କର୍ମୀଙ୍କ ସହାୟତାରେ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଏଲ. ମୋହନ ଦାଶ କାର୍ଯ୍ୟକର୍ତା ଭାବେ ଯୋଗଦେଇ ଗ୍ରାମର ବୃକ୍ଷପ୍ରେମିଙ୍କୁ ଚାରାବଣ୍ଟନ କରିଥିଲେ ଏବଂ ବୃକ୍ଷ ରୋପଣ କରାଯାଇଥିଲା l ଏଥିରେ ମଣ୍ଡଳ ସଭାପତି ଶିବ ପ୍ରସାଦ ପାତ୍ର , ସୂର୍ଯ୍ୟ ମଣି ପାତ୍ର ଲକ୍ଷ୍ମଣ ପାତ୍ର ,ଯୁବ ସଙ୍ଘଠନର ମୁଖ୍ୟ କେ.ଚନ୍ଦ୍ର ଶେଖର ଦାସ , ମୁନା ନାୟକ , ସୁବାସୀଷ ପଟନାୟକ, ଫକୀର ପାତ୍ର , ଦଣ୍ଡ ପାଣି ପାତ୍ର, କାଳିଆ ଆଚାରି, ସଙ୍କର ନାୟକ, ଭାଗବତ ନାୟକ, ରବି ନାୟକ, ଆକାଶ ନାୟକ ଉପସ୍ଥିତ ରହି ଚାରା ବଣ୍ଟନ କରିଥିଲେ l



















