Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ଥାନା ଅଥିକାରି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ମାନପତ୍ର

ଥାନା ଅଥିକାରି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ମାନପତ୍ର

198
ADVERTISEMENT

ପାତ୍ରପୁର,୧୬/୯(ରୁଷିକେଶ ବେହେରା): ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଥିକାରି ମୃତ୍ୟୁଞ୍ଜୟ ସ୍ୱାଇଁ କୋରନ ମହାମାରୀ ସମୟରେ ନିଜେ କାର୍ଯ୍ୟରତ ଓ ନିରନ୍ତର ଭାବେ ଦାୟତ୍ୱ ତୁଳାଇ ଆସୁଥିବା ଥାନା ଅଧିକାରିଙ୍କୁ ପ୍ରିୟରଞ୍ଜନ ବେହେରା ପବ୍ଲିକ ରାଇଟ ଆସୋସିଏସନ ପକ୍ଷରୁ ଶ୍ରୀ ସ୍ୱାଇଁଙ୍କୁ ମାନପତ୍ର ସମ୍ବଦ୍ଧନା କରାଯାଇଥିଲା । ଏଥି ସହ ଉପସ୍ଥିତ ଥିଲେ ସିଏଚ. ବେରାଗି ରେଡି, ମୋତିଲାଲ ବେହେରା, କୃଷ୍ଣ ପ୍ରଧାନ ଓ ପାଣ୍ଡଵ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement