Thursday, September 17, 2026
ADVERTISEMENT
Home ଜାତୀୟ କେଶବାନନ୍ଦ ଭାରତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ• ଗୋଷ୍ଠୀସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କଲେ...

କେଶବାନନ୍ଦ ଭାରତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ• ଗୋଷ୍ଠୀସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କଲେ ଶ୍ରୀ ମୋଦୀ

233
ADVERTISEMENT

ନୂଆଦିଲ୍ଲୀ,୦୬-୦୯-୨୦୨୦: କେଶବାନନ୍ଦ ଭାରତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ‘ଗୋଷ୍ଠୀ ସେବା ଏବଂ ଦଳିତ ତଥା ଅବହେଳିତଙ୍କୁ ସଶକ୍ତ କରିବା କ୍ଷେତ୍ରରେ ତାଙ୍କର ମହନୀୟ ଅବଦାନ ପାଇଁ ଆମେ ସର୍ବଦା ପୂଜ୍ୟ କେଶବାନନ୍ଦ ଭାରତୀ ଜୀଙ୍କୁ ମନେ ରଖିବା । ସେ ଭାରତର ସମୃଦ୍ଧ ସଂସ୍କୃତି ଓ ଆମର ମହାନ୍‌ ସମ୍ବିଧାନ ପ୍ରତି ଗଭୀରଭାବେ ଅନୁରକ୍ତ ଥିଲେ । ପିଢି ପରେ ପିଢି ଲୋକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇ ରହିବେ । ଓଁ ଶାନ୍ତି ।’

Advertisement