ପଣ୍ଡିତ ଜସରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

184
ADVERTISEMENT

ନୂଆଦିଲ୍ଲୀ,୧୮-୦୮-୨୦(ପିଆଇବି): ପଣ୍ଡିତ ଜସରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । “ପଣ୍ଡିତ ଜସରାଜଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ଫଳରେ ଭାରତୀୟ କଳା ଓ ସଂସ୍କୃତି ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ପ୍ରଦର୍ଶନ କେବଳ ଉଲ୍ଲେଖନୀୟ ନଥିଲା, ସେ ଅନ୍ୟାନ୍ୟ କଣ୍ଠଶିଳ୍ପୀଙ୍କ ପାଇଁ ଜଣେ ପରାମର୍ଶଦାତା ଭାବରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ପରିବାର ଏବଂ ସାରା ବିଶ୍ୱର ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisement