Friday, September 18, 2026
ADVERTISEMENT
Home କନ୍ଧମାଳ ବିଶ୍ୱ ରକ୍ତଦାନ ଦିବସରେ ଶିକ୍ଷାନିକେତନ ସ୍କୁଲ ପକ୍ଷରୁ ପାଳନ

ବିଶ୍ୱ ରକ୍ତଦାନ ଦିବସରେ ଶିକ୍ଷାନିକେତନ ସ୍କୁଲ ପକ୍ଷରୁ ପାଳନ

381
Representational Image
ADVERTISEMENT

ବାଲିଗୁଡ଼ା,୧୪-୦୬(ଟିକି ଦଣ୍ଡିଆ/ସୁରେଶ କୁମାର ପଣ୍ଡା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ବିଶ୍ୱ ରକ୍ତଦାନ ଶିବିର ଶିକ୍ଷା ନିକେତନ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏହି ଶିବିରକୁ ସ୍କୁଲର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ ପରିଚାଳନା କରିଥିବା ବେଳେ ଅତିଥି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ କୋଭିଡ ୧୯ନିୟମ ଅନୁଯାୟୀ ରକ୍ତ ସଂଗ୍ରହ ଚାଲିଛି |

Advertisement