Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ପ୍ରବାସୀଙ୍କ ବ୍ଲକ ଅଫିସରେ ରହଣି

ପ୍ରବାସୀଙ୍କ ବ୍ଲକ ଅଫିସରେ ରହଣି

225
ADVERTISEMENT

ବଲାଙ୍ଗୀର, ୨୯।୫(ଦେବବ୍ରତ ଗୁରୁ): ପ୍ରତିଦିନ ସହ ସହ ପ୍ରବାସୀ ଶ୍ରମିକ ବଲାଙ୍ଗୀର ଆସୁଛନ୍ତି । ସେମାନଙ୍କ ରହିବା ପାଇଁ କିଛି ବ୍ୟବସ୍ଥା ନ ଥିବାରୁ ବାହାରୁ ଯେଉଁ ଶ୍ରମିକ ମାନେ ବସ୍, ଟ୍ରକ କିମ୍ବା ଚାଲି କି ଆସୁଛନ୍ତି ସେମାନଙ୍କୁ ପୁଇଁତଳା ବ୍ଲକ ଅଫିସଠାରେ ରଖାଯାଉଛି ଏବଂ ସକାଳୁ ସେମାନଙ୍କ ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରକୁ ଯିବା ବିଳମ୍ବ ହେଉଥିବାରୁ ଏପଟେ ବ୍ଲକ ଅଫିସ ଖୋଲିବା ମଧ୍ୟ ବିଳମ୍ବ ହେବା ସହିତ ଅଫିସର କର୍ମଚାରୀ ଏବଂ କାର୍ୟ୍ୟ ପାଇଁ ଆସୁଥିବା ଲୋକେ ଭୟଭୀତ ଅଛନ୍ତି । ତେବେ ଏହା ବ୍ୟାପକ ସଂକ୍ରମଣ କରିବ ନାହିଁ ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି ।

Advertisement