Monday, November 23, 2026
ADVERTISEMENT
Home କନ୍ଧମାଳ ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ଼

ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ଼

1009
ADVERTISEMENT

କନ୍ଧମାଳ:୨୦/୫/୨୦(ସୁରେଶ ପଣ୍ଡା):ଦାରିଙ୍ଗବାଡି ବ୍ଲକ ନିବାସୀ ଯୁବରାଜ ଅଧିକାରୀଙ୍କ ଘର ବାଡ଼ି ରେ ଏକ ବିରଳ ବ୍ରହ୍ମକମଳ (ପାରିଜାତ)ଫୁଲ ଗତକାଲି ରାତିରେ ଫୁଟିଛି l ଏହି ବିରଳ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ l ଏହି ବିରଳ ଫୁଲ ଫୁଟିଥିବା ନେଇ ଅଂଚଳରେ ଖବର ବ୍ୟାପିବା ପରେ ବହୁ ସଂଖ୍ୟାରେ ଲୋକ ଏହି ଫୁଲ କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ l ଘର ମାଲିକ ଯୁବରାଜ ଅଧିକାରୀ ଏହି ବ୍ରହ୍ମ କମଳ ଫୁଲ ଗଛଟି କୁ ଅତି ଯତ୍ନର ସହିତ ଦେଖାରଖା କରୁଥିବା ବେଳେ ଏବେ ଏହି ବିରଳ ଫୁଲ ଏକା ଥରକେ ୩/୪ଟି ଫୁଟିଥିବାରୁ ଖୁବ ଆନନ୍ଦ ପ୍ରକାଶ କରିଛନ୍ତିl

Advertisement