ମୁସଲମାନ୍‌ ମହିଳାଙ୍କୁ ମସଜିଦ୍‌ରେ ପ୍ରବେଶ ମନା କଲେ ସୁପ୍ରିମ୍‌କୋର୍ଟ ;

274
ADVERTISEMENT

ନୂଆଦିଲ୍ଲୀ,୮/୭(ଡି.ଏଚ.ବି): ମସଜିଦ୍‌ରେ ମୁସଲମାନ୍‌ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇ ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର ହିନ୍ଦୁ ମହାସଭା ପକ୍ଷରୁ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ, କୌଣସି ମୁସଲମାନ୍‌ ମହିଳା ଏପରି ଆବେଦନ କଲେ ହୁଏତ ଏହାର ଶୁଣାଣି କରାଯିବ । ମାତ୍ର ଏହାକୁ ହିନ୍ଦୁ ମହାସଭା ପକ୍ଷରୁ କରାଯାଇଥିବାରୁ ଏହାକୁ ଆଗ୍ରାହ୍ୟ କରାଯାଇଛି।

Advertisement