Wednesday, November 11, 2026
ADVERTISEMENT
Home ଆଞ୍ଚଳିକ କୋଭିଡ-୧୯ ପାଇଁ ଏକ ଜରୁରୀ କାଳୀନ ବୈଠକ

କୋଭିଡ-୧୯ ପାଇଁ ଏକ ଜରୁରୀ କାଳୀନ ବୈଠକ

253
ADVERTISEMENT


କନ୍ଧମାଳ , ୨୪।୪(ସୁରେଶ କୁମାର ପଣ୍ଡା ):କୋଭିଡ-୧୯ ପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଖଜୁରୀପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିଲା । ବୈଠକରେ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର, ବିଡ଼ିଓ ରବୀନ୍ଦ୍ର କୁମାର କହଁର, ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ ଓ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ ।ବୈଠକରେ କରୋନାର ମୁକାବିଲା ପାଇଁ ଆଲୋଚନା ହୋଇଥିଲା ।

Advertisement