ଡାକ୍ତରଖାନା ନ ନେଇ ପ୍ରଧାନ ଶିକ୍ଷକ ତାନ୍ତ୍ରିକ ପାଖକୁ ନେବାରୁ କଙ୍କଡ଼ାବିଛା କାମୁଡ଼ିଥିବା ୪ର୍ଥ ଶ୍ରେଣୀ ପିଲା ମୃତ

440
ADVERTISEMENT

ଝାନ୍‌ସି ୬/୭ (ଡି.ଏଚ.ବି): ଉତ୍ତର ପ୍ରଦେଶର ଝାନ୍‌ସି ଅଞ୍ଚଳର ଗୋଟାଏ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର କଙ୍କଡ଼ାବିଛା କାମୁଡ଼ାରେ ପ୍ରାଣ ହରାଇଛନ୍ତି । ବୁଧବାର ଦିନ ସେ ପିଲାଟିକୁ ସ୍କୁଲ୍‌ ପରିସରରେ ଜମା ହୋଇଥିବା ଡାଳପଲା ଉଠାଇବାକୁ କୁହାଯାଇଥିଲା। ସେତିକି ବେଳେ ହିଁ ତାକୁ କଙ୍କଡ଼ା ବିଛାଟାଏ କାମୁଡ଼ି ଥିଲା ବୋଲି ତାଙ୍କର ଜଣେ କ୍ଲାସ୍‌ମେଟ୍‌ କହିଛନ୍ତି।

Advertisement