ଇକୋନୋମିକ୍ସ ଟାଇମ୍ସ ବାଣିଜ୍ୟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

264
ADVERTISEMENT

ନୂଆଦିଲ୍ଲୀ, ୬/୩ (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୬, ୨୦୨୦ରେ ଇକୋନୋମିକ୍ସ ଟାଇମ୍ସ ବାଣିଜ୍ୟ ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ । ବିଶ୍ଵର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି ।

ବିଶ୍ଵ ବାଣିଜ୍ୟ ଶିଖର ସମ୍ମିଳନୀ ୨୦୨୦ର ବିଷୟବସ୍ତୁ ରହିଛି ‘ବିଭାଜିତ ବିଶ୍ଵରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ସହଯୋଗ’ ।

Advertisement