ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

236
ADVERTISEMENT

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । “ସଦା ସର୍ବଦା ଶୃଙ୍ଖଳା ଓ ନୀତି ଭିତ୍ତିରେ ରାଜନୀତି କରୁଥିବା ଯୋଗୁ ସେ ଚିରସ୍ମରଣ ହୋଇ ରହିବେ”ବୋଲି ଶ୍ରୀ ମୋଦୀ କହିଛନ୍ତି ।

Advertisement