Monday, September 21, 2026
ADVERTISEMENT
Home ଜାତୀୟ ଖାଇକୁ ଖସିଲା ବସ୍‌:୩୩ ଯାତ୍ରୀ ମୃତ

ଖାଇକୁ ଖସିଲା ବସ୍‌:୩୩ ଯାତ୍ରୀ ମୃତ

291
ADVERTISEMENT

ଶ୍ରୀନଗର, ୧/ ୭(ଡ଼ି ଏଚ ବି ) : ଜମ୍ମୁ-କଶ୍ମୀର କିରତଓ୍ବାଡ୍‌ର ସ୍ଥାନୀୟ କେଶବନ୍‌ ଅଞ୍ଚଳରେ ଏକ ଯାତ୍ରୀବାହୀ ମିନି ବସ୍‌ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଛି। ଏହି ଘଟଣାରେ ୩୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ଅଧିକ ଯାତ୍ରୀ ଥିବାରୁ ଏଭଳି ଦୁର୍ଘଟଣା ଉପୁଜିଛି ବୋଲି ପୋଲିସ କହିଛି।

Advertisement