Thursday, November 5, 2026
ADVERTISEMENT
Home କେନ୍ଦୁଝର ମାଘେ ପର୍ବ ଧୁମଧାମରେ ପାଳିତ

ମାଘେ ପର୍ବ ଧୁମଧାମରେ ପାଳିତ

384
ADVERTISEMENT

ବଡ଼ବିଲ,୧୮/୨( ସୀତାରାମ ଦୀକ୍ଷିତ) : କେନ୍ଦୁଝର ଯୋଡ଼ା ବ୍ଲକ ସେରେଣ୍ଡା ଗ୍ରାମରେ ମାଘେ ପର୍ବ ଧୁମଧାମରେ ପାଳିତ ହୋଇଛି।ଏହି ଅବସରରେ ମାରାଙ୍ଗବୁରୁଙ୍କୁ ପୂଜାର୍ଚ୍ଚନା କରାଯାଇ ଗ୍ରାମକୁ ବିପଦରୁ ରକ୍ଷା କରିବାକୁ ପର୍ଥନା କରାଯାଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ଆଦିବାସୀ ଯୁବକ ଯୁବତୀ ମାଦଲ ତାଳେ ତାଳେ ନୃତ୍ୟ କରିଥିଲେ । ସମସ୍ତଙ୍କ ଘରେ ପିଠା ପସରା ହୋଇଥିଲା ସମସ୍ତଙ୍କ ଘରକୁ ବନ୍ଧୁ ମାନେ ଆସି ମାଘେ ପର୍ବର ଆଦିବାସୀ ନୃତୀୟ ପର୍ବ ପାଳନ କରାଯାଇଛି। ଏହି ପର୍ବରେ ବହୁ ସଂଖ୍ୟା ଆଦିବାସୀ ନୃତ୍ୟ ଦେଖିବାକୁ ମିଳେ ।

Advertisement